16
Advtisement
Plasement 2

???????? ?????? ????????? ??? ??? - ???? ??????????? ?????? ????????


ନଵନୀତଚୋର ନମୋ ନମୋ
ନଵମହିମାର୍ଣଵ ନମୋ ନମୋ ॥

ହରି ନାରାୟଣ କେଶଵାଚ୍ୟୁତ ଶ୍ରୀକୃଷ୍ଣ
ନରସିଂହ ଵାମନ ନମୋ ନମୋ ।
ମୁରହର ପଦ୍ମ ନାଭ ମୁକୁଂଦ ଗୋଵିଂଦ
ନରନାରାୟଣରୂପ ନମୋ ନମୋ ॥

ନିଗମଗୋଚର ଵିଷ୍ଣୁ ନୀରଜାକ୍ଷ ଵାସୁଦେଵ
ନଗଧର ନଂଦଗୋପ ନମୋ ନମୋ ।
ତ୍ରିଗୁଣାତୀତ ଦେଵ ତ୍ରିଵିକ୍ରମ ଦ୍ଵାରକ
ନଗରାଧିନାୟକ ନମୋ ନମୋ ॥

ଵୈକୁଂଠ ରୁକ୍ମିଣୀଵଲ୍ଲଭ ଚକ୍ରଧର
ନାକେଶଵଂଦିତ ନମୋ ନମୋ ।
ଶ୍ରୀକରଗୁଣନିଧି ଶ୍ରୀ ଵେଂକଟେଶ୍ଵର
ନାକଜନନନୁତ ନମୋ ନମୋ ॥